କଂଗ୍ରେସ ଆଉ ସରକାରକୁ ଫେରିବ ନାହିଁ : ପ୍ରଦୀପ ମାଝୀ

ନବରଙ୍ଗପୁର: ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ। ଏକଥା ଆଜି ସ୍ପଷ୍ଟ କରିଛନ୍ତି ନିଜେ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ଏନେଇ ଆଜି ନବରଙ୍ଗପୁରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସରେ ରହିଲେ କୌଣସି ଉନ୍ନତି ହେବ ନାହିଁ।ଗରିବ କଲ୍ୟାଣକାରୀ କାମ କରୁଛି ବିଜେଡି। ଅବିଭକ୍ତ କୋରାପୁଟର ଲୋକଙ୍କ ପାଇଁ ଆହୁରି ଉନ୍ନତି ହେବ। ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀଙ୍କ ମୁଠାକୁ ଆହୁରି ଶକ୍ତିଶାଳୀ … Continue reading କଂଗ୍ରେସ ଆଉ ସରକାରକୁ ଫେରିବ ନାହିଁ : ପ୍ରଦୀପ ମାଝୀ